Category: ବାଲେଶ୍ଵର

Total 54 Posts

ବାଲେଶ୍ୱର ଆରଟିଓ ଅଫିସ ଓ ପରିବାର ସେବା କ୍ଲିନିକ ସିଲ୍

କରୋନା ସଂକ୍ରମଣ ଯୋଗୁଁ ବାଲେଶ୍ୱରରେ ଆରଟିଓ ଅଫିସ ସିଲ୍ କରାଯାଇଛି । ବାଲେଶ୍ୱର ଆରଟିଓ ଅଫିସରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୫ଦିନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଅଫିସ୍ ର ଅନ୍ୟ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ୧୪ଦିନ ପାଇଁ

ଜଳେଶ୍ୱର ଶଟ୍‌ଡାଉନ୍‌

ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଉ ଜଳେଶ୍ୱରରେ ସ୍ଥିତି ଜଟିଳ ଥିବାରୁ ଏହି ମ୍ୟୁନିସିପାଲଟିକୁ ଜିଲ୍ଲାପାଳ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୫ଟା ଠାରୁ ୧୭ ତାରିଖ ସକାଳ ୫ଟା ଯାଏ ଶଟ୍‌ଡାଉନ୍‌ ରହିବ।

ପୋଲ ତଳୁ ଶିଶୁର ମୃତଦେହ ଉଦ୍ଧାର

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଏକ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ,  ଖନ୍ତାପଡ଼ା ଥାନା ଅନ୍ତର୍ଗତ ସଲଟ ରୋଡର କାନକଟା ନିକଟରେ ଥିବା ସୁସୁନି ପୋଲ ତଳୁ ଆଜି ଭୋର ସମୟରେ ଏକ ଶିଶୁର ମୃତଦେହ ଭାସୁଥିବାର

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

 ବାଲେଶ୍ୱର ଜିଲ୍ଲା ସୋରରେ ସିମେଣ୍ଟ ବୋଝେଇ ଟ୍ରକ୍ ସହିତ ପ୍ଲାଏ ବୋଝେଇ ଟ୍ରକ୍ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ୧୬ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ନିକଟରେ ଏହି ମର୍ମନ୍ତୁଦ ସଡକ

ଘରୋଇ ନର୍ସିଂହୋମରେ ଯୁବତୀଙ୍କ ମୃତ୍ୟୁ

 ବାଲେଶ୍ବର ଜିଲ୍ଲା ସୋର ଥାନା ଉତ୍ତରେଶ୍ବର ଅଞ୍ଚଳରେ ଏକ ଘରୋଇ ନର୍ସିଂହୋମରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏନେଇ ପରିବାରଲୋକେ ନର୍ସିଂହୋମ୍‌ ସାମ୍ନାରେ ଧାରଣାରେ ବସିଛନ୍ତି। ନର୍ସିଂହୋମ ସମ୍ମୁଖରେ ମୃତ ଯୁବତୀଙ୍କ ଶବ ରଖି ପରିବାର ଲୋକେ ଧାରଣାରେ ବସିଛନ୍ତି। ପରିବାର ଲୋକଙ୍କ

ଫରେଷ୍ଟ ଗାଡ଼ ପ୍ରଦୀପ କୁମାର ରାଉତ ଦୁର୍ଘଟଣାର ଶିକାର

ସୋର, (ରଞ୍ଜିତ ମହାକୁଡ଼): ଜଙ୍ଗଲ ବିଭାଗ ର କର୍ମଚାରୀ ଡିଉଟି ସାରି ଫେରିବା ସମୟରେ ବାଇକ ଦୁର୍ଘଟଣା ରେ ଗୁରୁତର। ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ରେଞ୍ଚ ବରଜଦେଉଳି ବିଟ ଅଧୀନରେ କାର୍ଯ୍ୟରତ ଫରେଷ୍ଟ ଗାଡ଼ ପ୍ରଦୀପ କୁମାର ରାଉତ ବୟସ (31)

ନୂଆ ପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଅସହାୟ ପିଲାମାନଙ୍କୁ ମାଗଣାରେ ପୁସ୍ତକ ବଣ୍ଟନ

ଶିଙ୍ଗାଖୁଣ୍ଟା : ନୂଆ ପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆଜି ଆଉ ଏକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ କରାଯାଇଛି। ସଙ୍ଗଠନ ପକ୍ଷରୁ ମାଗଣାରେ ପୁସ୍ତକ ବଣ୍ଟନ କରାଯାଇଛି। ଦଶମ ଶ୍ରେଣୀରେ ବଦଳିଥିବା ସମସ୍ତ ବହି ଗରିବ ଓ ଅସହାୟ ପିଲାମାନଙ୍କୁ ପ୍ରଦାନ କରାଯାଇଛି।

ଉଗ୍ର ରୂପ ନେଲା ଘରୋଇ କଳି, ଯୁବକଙ୍କୁ ହତ୍ୟା ଅଭିଯୋଗ: ତଦନ୍ତ ଆରମ୍ଭ କଲା ସାଇଣ୍ଟିଫିକ ଟିମ

ସୋର, (ଶରତ ନାୟକ): ବାଲେଶ୍ଵର ଜିଲ୍ଲା ଔପଦା ଥାନା ତଳକିଆ ପଞ୍ଚାୟତ ବିରିହା ଗ୍ରାମ ର ଘରୋଇ କଳି ରୁ ଯୁବକ କୁ ହତ୍ୟା ଅଭିଯୋଗ ହେଉଛି  । ଏହି ଗ୍ରାମର ୪୨ ବର୍ଷୀୟ ମଙ୍ଗୁଳୁ ଦଳେଇ ଙ୍କ ପରିବାର ଭିତରେ

ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କ ଦାଦାଗିରି

ସୋର, ୬/୦୬: (ରଞ୍ଜିତ ମହାକୁଡ଼),  ବାରମ୍ବାର ମହିଳାଙ୍କୁ କମ୍ପାନୀ କର୍ମଚାରୀଙ୍କ ଦୁର୍ବ୍ୟବହାର ସାଙ୍ଗକୁ ଫୋନ ରେ ଧମକ ଚମକ । ଏହିଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ସୋର ବ୍ଲକ ଗୋପୀନାଥପୁର ପଂଚାୟତ ଅଧିନ ରଘୁନାଥପୁର ଗ୍ରାମରେ ।

ସରଳିଆ ପରିବେଶ ଉନ୍ନୟନ ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଔପଦା,(ଶରତ ନାୟକ) : ବାଲେଶ୍ଵର ଜିଲ୍ଲା ଔପଦା ବନ ବିଭାଗ ଅଧିନ ସରଳିଆ ପରିବେଶ ଉନୟନ ସମିତି ପକ୍ଷରୁ ଆଜି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧି ପରିବେଶ ସୁରକ୍ଷା ଉପରେ ଆଲୋକପାତ କରାଯାଇଥିଲା। ପରେ ସରଳିଆ ପୋଖରୀ ଚାରିକଡେ ଗଛ

ପ୍ରାଇଭେଟ ଫାଇନାସ କମ୍ପାନୀମାନେ କଲେ ତାଗିଦ ଟଙ୍କା ଦିଅ ନହେଲେ ଲାଗିବ ଚକ୍ର ବର୍ତି ସୁଧ

ସୋର, (ଶରତ ନାୟକ ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଂଚାୟତ ଡାଲଙ୍ଗ ଗ୍ରାମ ରେ ବିଭିନ୍ନ ଫାଇନାନ୍ସ ସଂସ୍ଥା ରୁ ମହିଳା ମାନଙ୍କୁ ବାଧ୍ୟତାମୂଳକ ଟଙ୍କା ଆଦାୟ ମଗା ଯାଉଥିବା ଅଭିଯୋଗ ହୋଇଛି | ସୂଚନା ରୁ ଜଣା