Category: ଭଦ୍ରକ

Total 15 Posts

କଟକରକୁ ସ୍ଥାନାନ୍ତରିତ ହେଲେ ଭଦ୍ରକ ଜିଲ୍ଲାର ନୂଆ ୯ କରୋନା ଆକ୍ରାନ୍ତ

ଭଦ୍ରକ ଜିଲ୍ଲାରେ ଯେଉଁ ନୂଆ ୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୫ ଜଣ ସୁରତ ଫେରନ୍ତା, ୩ଜଣ ପଶ୍ଚିମବଙ୍ଗ ଓ ଜଣେ କୋଲକାତା ଫେରନ୍ତା ବୋଲି ଜଣାଯାଇଛି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି। ଏମାନଙ୍କ ଭିତରୁ

ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ କର୍ଫ୍ୟୁ ଜାରି

ଭଦ୍ରକ ଷ୍ଟେସନରେ ଆଜି ପ୍ରବାସୀ ଓଡ଼ିଆମାନେ ପହଞ୍ଚୁଥିବା ଯୋଗୁଁ, ଅପରାହ୍ନ ୨ ଟାରୁ ଚରମ୍ପା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ,

କ୍ୱାରେଣ୍ଟିନ୍‌ ସେଣ୍ଟରରେ ଟିକଟକ୍ ମସ୍ତି

ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। କିନ୍ତୁ ସେମାନେ ନିୟମ ଉଲ୍ଲଂଘନ କରି ଟିକଟକ୍ କରୁଛନ୍ତି । ଭଦ୍ରକ ଜିଲ୍ଲାରେ ତିହିଡି ବ୍ଲକ ରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏଭଳି

ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ୬୦ ଘଣ୍ଟା ପାଇଁ ସଟ୍ ଡାଉନ

ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣର ସଙ୍ଗୀନ ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଏହି ତିନୋଟି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ରାତି

ପଡ଼ୋଶୀ ରାଜ୍ୟରୁ ଭଦ୍ରକକୁ ଆସିଥିବା ଲୋକଙ୍କ ବିଷୟରେ ସୂଚନା ଦେବାକୁ ଅନୁରୋଧ କଲେ ଜିଲ୍ଲାପାଳ

ଓଡ଼ିଶାର ଭଦ୍ରକ ଜିଲ୍ଲାରେ ନୂତନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଜ୍ଞାନ ଦାସ ନିକଟରେ ପଡ଼ୋଶୀ ରାଜ୍ୟରୁ ଭଦ୍ରକକୁ ଆସିଥିବା ଲୋକଙ୍କ ବିଷୟରେ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି।ଏ ବିଷୟରେ ସମ୍ପୃକ୍ତ ସରପଞ୍ଚ ଏବଂ ବିଡିଓ ତଥା

ଭଦ୍ରକରେ ୩ କରୋନା, ଭାୟା କୋଲକତା

ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରେ ବୁଧବାର ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ମିଳିଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ମିଳିଛି। ନିକଟରେ ଭଦ୍ରକରେ ଯେଉଁ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିଲେ ସେମାନଙ୍କ ସହିତ ମିଶି ଏମାନେ ପଶ୍ଚିମବଙ୍ଗରୁ

ଭଦ୍ରକ ଓ କୋରାପୁଟ ଜିଲ୍ଲାରେ କଡା କଡ଼ି ନିୟମ: ଛେପ ପକାଇଲେ ଜୋରିମାନା

ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏହି କ୍ରମରେ ଭଦ୍ରକ ଓ କୋରାପୁଟ ଜିଲ୍ଲାରେ ଫାଇନ୍ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର କୌଣସି

ଉଦଘାଟନ ପୂର୍ବରୁ ଭଙ୍ଗା ହେଲା ଫଳକ

ଉଦଘାଟନ ହେବା ପୂର୍ବରୁ ଭଙ୍ଗା ହେଲା ଫଳକ। ରାଜନୈତିକ ଆକ୍ରୋଶ ରଖି କେହି ଉଦଘାଟନୀ ଫଳକ ଭାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।  ଭଦ୍ରକ ଧାମନଗର ବ୍ଲକ ଆଦର୍ଶ ବିଦ୍ୟାଳୟର ଆଜି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଥିବା ବେଳେ  ଗତ ରାତିରେ କେହି ଦୁର୍ବୃତ୍ତ

୫ଟି ସଚିବଙ୍କ ଭଦ୍ରକ ମେଡିକାଲ ଗସ୍ତ, ଶିଶୁ ଯତ୍ନ କେନ୍ଦ୍ରରେ ପିଲାମାନଙ୍କ ସହ ଭୋଜନ କଲେ ପାଣ୍ଡିଆନ

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସଚିବ ପାଣ୍ଡିଆନଙ୍କ ସହ ୩ ଜଣିଆ ଟିମ ଅଚାନକ ଗ୍ରସ୍ତ କରିଛନ୍ତି । ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶାଳିନୀ ମହାନ୍ତି ଓ ସୁରେଶ ମହାପାତ୍ର ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଛନ୍ତି ।

24 ଘଣ୍ଟିଆ ସ୍ୱାସ୍ଥ୍ୟସେବା ପାଇଁ ଧୁଷୁରୀ ବନ୍ଦ

ଉତ୍ତମ ସ୍ୱାସ୍ଥ୍ୟସେବା, ଡାକ୍ତର ପଦବୀ ପୂରଣ ଓ 24 ଘଣ୍ଟିଆ ସ୍ୱାସ୍ଥ୍ୟସେବା ପାଇଁ ଆଜି ଭଦ୍ରକ ଜିଲ୍ଲା ଧୁଷୁରୀରେ 24 ଘଣ୍ଟିଆ ବନ୍ଦପାଳନ କରାଯାଇଛି ।  ଧୁଷୁରୀରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

୧୫ ବଖରା ପୋଡି ପାଉଁଶ

 ଭଦ୍ରକ ଆଗରପଡ଼ା ଥାନା ବନ୍ତ ବ୍ଲକ୍‌ ଅଗିରାଗଡ଼ଇା ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଗୁହାଳରେ ବନ୍ଧା ଥିବା ଗୋରୁ ସହିତ ଛେଳି ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଏଥିସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଅଗ୍ନିକାଣ୍ଡରେ