Category: ମୟୂରଭଞ୍ଜ

Total 5 Posts

ସମ୍ୱଲପୁର ଓ ବାରିପଦାରେ ଉଦଘାଟିତ ହେଲା କୋଭିଡ ହସ୍ପିଟାଲ

ଆଜି ରାଜ୍ୟର ବାରିପଦା ଓ ସମ୍ବଲପୁରରେ ଦୁଇଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ବାରିପଦାର ବାଙ୍କୀସୋଳରେ ଥିବା କିସ କ୍ୟାମ୍ପସରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ମେଡିକାଲ କାର୍ଯ୍ୟକ୍ଷମ ହୋଇଛି। ଓଏମସି ଓ

ମୟୂରଭଞ୍ଜର ୯୫ ବିଦେଶ ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍

ମୟୂରଭଞ୍ଜରୁ ଆଜିସୁଦ୍ଧା କରୋନା ପରୀକ୍ଷା ନିମନ୍ତେ ମୋଟ ୨୨୧ ନମୁନା ଯାଇଛି। ତାହା ମଧ୍ୟରୁ ୧୬୦ଟି ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି। ବାକି ୬୧ଟି ନମୁନାର ରିପୋର୍ଟ ଆସିନଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲାକୁ ମୋଟ ୯୫ ବିଦେଶ

ଚେକିଂ ବେଳେ ଧକ୍କାଦେଲା ବାଇକ୍, ଏସଆଇ ମୃତ

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଗାଡି ଚେକିଂ ବେଳେ ଏକ ଅଘଟଣ ଘଟିଯାଇଛି। ଚେକିଂ ବେଳେ ଏକ ବାଇକ୍ ଧକ୍କା ଦେବାରୁ ଏସଆଇଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ବାରିପଦା ୟୁନିଭର୍ସିଟି ରୋଡରେ ଗାଡି ଚେକିଂ ଚାଲିଥିଲା ।

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ରାଜ୍ୟରେ ବର୍ଷା ଯୋଗୁଁ ଜୁନ 15 ତାରିଖରୁ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ନିଷେଧ କରାଯାଇଥିଲା । ତେବେ ବର୍ଷା ଋତୁ ସରିବା ପରେ ଆଜି ଠାରୁ ପୁଣି ଏହି ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କୁ ଛଡ଼ାଯାଇଛି

ଅର୍ଦ୍ଧଲଗ୍ନ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ସରଗଢ଼ା ସଂରକ୍ଷିତ ଜଙ୍ଗଲରୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି।  ଦୁଷ୍କର୍ମ ପରେ  ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାତ୍ର ଏପର୍ଯ୍ୟନ୍ତ ମୃତ