Category: ନୟାଗଡ଼

Total 6 Posts

ମହାନଦୀରେ ଦିଶିଲା ୫୦୦ ବର୍ଷ ତଳର ପୁରୁଣା ମନ୍ଦିର

ମହାନଦୀ ଗର୍ଭରେ ବୁଡି ରହିଛି  ପ୍ରାଚୀନ ମନ୍ଦିର। ପାଣି କମିବା ପରେ ମନ୍ଦିରର ଚୂଡ଼ା ସ୍ପଷ୍ଟ ଦିଶୁଛି। ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଭିତରୁ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି। ମୁଖ୍ୟ ମନ୍ଦିର ପାଖରେ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ୍ ନର୍ସ କରୋନା ପଜିଟିଭ

 ନୟାଗଡ ଜିଲ୍ଲାର ଜଣେ ନର୍ସ କରୋନାରେ ଆକ୍ରାନ୍ତ ଥିବା ଜଣାଯାଇଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ୍ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନୟାଗଡ଼ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୂର୍ବରୁ ଆକ୍ରାନ୍ତଙ୍କ ସଂପର୍କରେ

ଜମ୍ମୁ – କାଶ୍ମୀରରେ ଫସି ରହିଛନ୍ତି ନୟାଗଡ଼ ଜିଲ୍ଲାର ଦୁଇଶହ ଶ୍ରମିକ : ଉଦ୍ଧାର ପାଇଁ ନିବେଦନ

ନୟାଗଡ ଜିଲ୍ଲାର  ରଣପୁର ଅଂଚଳର ପ୍ରାୟ ଦୁଇ ଶହ ଶ୍ରମିକ ଜମ୍ମୁ କାଶ୍ମୀର ରେ ଫସି ରହିଛନ୍ତି। ସେମାନେ ଜମ୍ମୁ କାଶ୍ମୀର ରେଳ ଷ୍ଟେସନରେ ଫସି ରହିିିଥିବା ଖବର ହସ୍ତାଗତ ହୋଇଛି।   ତେବେ ସେଠାରେ ଶ୍ରମିକ ମାନେ  ସିମେଣ୍ଟ ଟ୍ରାନ୍ସପୋର୍ଟିଂ କାମରେ ନିୟୋଜିତ

କଲେଜରେ ବୁଲିଲେ ଭାଲୁ

ନୂଆପଡ଼ା ସଦର ମହକୁମାସ୍ଥିତ ନ୍ୟାସନାଲ୍ କଲେଜ ପରିସରରେ ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ କଲେଜ ପରିସରରେ ୩ଟି ଭାଲୁ ବିଚରଣ କରୁଥିଲେ।ସେମାନେ ପ୍ରାୟ  ୩ ଘଣ୍ଟା ଧରି ବୁଲାବୁଲି କରିବା ପରେ

କୋର୍ଟ ଆଗରେ ମହିଳାଙ୍କୁ ଅସଦାଚରଣ କଲେ ଆଇନଜୀବୀ

ଆଇନର କଥା କହୁଥିବା ଅନ୍ୟାୟକୁ ବିଚାର କରି ଦୋଷୀ ସାବ୍ୟସ୍ତ କରୁଥିବା ଆଇନଜୀବୀ ନିଜେ ଜଣେ ମହିଳାଙ୍କୁ ଅସଦାଚରଣ କରିଛନ୍ତି ।  ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା କୋର୍ଟ ସାମ୍ନାରେ ।  ଗତ କିଛିଦିନ

ଦିନ 1 ଟାରେ ନାୟଗଡକୁ ଗଡିବ ଟ୍ରେନ, ଉଦଘାଟନ କରିବେ ପିୟୂଷ ଗୋଏଲ

ନୟାଗଡବାସୀଙ୍କ ଦୀର୍ଘଦିନର ସ୍ୱପ୍ନ  ଆଜି  ପୂରଣ ହେବାକୁ ଯାଉଛି ।  କାରଣ ଆଜିଠାରୁ ଭୁବନେଶ୍ବର-ନୟାଗଡ ମଧ୍ୟରେ ଚାଲିବ ଟାଉନ୍ ସେବା ଏକ୍ସପ୍ରେସ । ଆଉ ବସ ପାଇଁ ନୟାଗଡବାସୀଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡିବନାହିଁ।  କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ