Category: ସମ୍ବଲପୁର

Total 12 Posts

ହୀରାକୁଦର ବନ୍ଦ ହେଲା ୬ ଗେଟ୍, ଗୋଟିଏ ଖୋଲା

ଉପର ମୁଣ୍ଡରେ ଅଧିକ ବର୍ଷା ଆଶଂକା କରି ଶନିବାର ସଂଧ୍ୟାରେ ହୀରାକୁଦ ବନ୍ଧର ଅଧିକ ୫ଟି ଗେଟ୍ ଖୋଲି ଆଗୁଆ ଜଳ ନିଷ୍କାସନ କରା ଯାଇଥିଲା। କିନ୍ତୁ ଆଶା ଅନୁଯାୟୀ ବର୍ଷା ନହେବା ତଥା ହୀରାକୁଦରେ ଜଳ ପ୍ରବେଶ ପୂର୍ବାନୁମାନ ଅନୁଯାୟୀ

କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରବିବାର ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌

ସମ୍ବଲପୁର ଜିଲ୍ଲାରେ କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଥିଲା ବେଳେ ଏହାକୁ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଆସନ୍ତା ୫ ତାରିଖ ରବିବାର ଦିନ ସମଗ୍ର ଜିଲ୍ଲାକୁ ସଟ୍‌ଡାଉନ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି। ମହାମାରୀ

ହୀରାକୁଦ ବନ୍ଧର ଆଉ ୩ଟି ଗେଟ୍ ଖୋଲିଲା

ଉପର ମୁଣ୍ଡରେ ବର୍ଷାହେବାରୁ ଶନିବାର ସକାଳୁ ହୀରାକୁଦ ବନ୍ଧର ଆଉ ୩ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୫ଟି ଗେଟ୍ ଦେଇ ୧ ଲକ୍ଷ ଜଳ ମହାନଦୀକୁ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୮୩ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ୮୧,୨୨୪

ସମ୍ୱଲପୁର ଓ ବାରିପଦାରେ ଉଦଘାଟିତ ହେଲା କୋଭିଡ ହସ୍ପିଟାଲ

ଆଜି ରାଜ୍ୟର ବାରିପଦା ଓ ସମ୍ବଲପୁରରେ ଦୁଇଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ବାରିପଦାର ବାଙ୍କୀସୋଳରେ ଥିବା କିସ କ୍ୟାମ୍ପସରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ମେଡିକାଲ କାର୍ଯ୍ୟକ୍ଷମ ହୋଇଛି। ଓଏମସି ଓ

କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏସଆଇ ନିଲମ୍ବିତ

ଏକ ହତ୍ୟା ମାମଲାର ତଦନ୍ତରେ ଅବହେଳା ଯୋଗୁଁ ଶନିବାର ଅଇଁଠାପାଲି ଥାନାର ଏସଆଇ ଯୁଗଳ କିଶୋର ସାଙ୍କୁ ସମ୍ବଲପୁର ଏସପି ନିଲମ୍ବିତ କରିଛନ୍ତି। ସମ୍ବଲପୁର ବୁଢ଼ାରଜରେ ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ଜଣେ ଭଡା ରହୁଥିବା ସୌରଭ ନାମକ ଜଣେ

ଦୋକାନୀଙ୍କ ଉପରେ ମାଡିଗାଲ ଟ୍ରକ୍ – 4 ମୃତ

ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଭୋରରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ଅସ୍ଥାୟୀ ଦୋକାନୀଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ

ନିଷିଦ୍ଧାଞ୍ଚଳରେ ଭିଡିଓ କରି ଅଡୁଆରେ ଅଭିନେତ୍ରୀ

ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ କରି  ଅଡୁଆରେ ପଡିଛନ୍ତି ଅଭିନେତ୍ରୀ । ଡ୍ୟାମର ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ଫଟୋ ନ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ମୁଖ୍ୟ ବନ୍ଧ ଉପରେ ନିଜର

କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢଉ

 ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁରର ଏକ ଯୁକ୍ତ 2 ଜୁନିଅର କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସର ଚଢଉ ହୋଇଛି ।  ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ମହୁଲିପାଲି କେଶାବାହାଲ ଯୁକ୍ତ 2 ଜୁନିଅର କଲେଜ ଅଧ୍ୟକ୍ଷ ଜୟପ୍ରକାଶ

ସମଲେଶ୍ବରୀଙ୍କ ରାଜାରାଜେଶ୍ବରୀ ବେଶ

ପଶ୍ଚିମ ଓଡିଶାର ଆରାଧ୍ୟଦେବୀ ମାଆ ସମଲେଶ୍ବରୀଙ୍କୁ  ପବିତ୍ର କୁମାର ପୂର୍ଣ୍ଣମୀ ତିଥିରେ ରାଜାରାଜେଶ୍ବରୀ ବେଶରେ ସଜ୍ଜିତ କରାଯାଇଛି। ଏହି ବେଶ ଦେଖିବାକୁ ମନ୍ଦିର ପରିସରରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହାସହ ମାଆଙ୍କ ନୂଆ ଧ୍ବଜା ମଧ୍ୟ ସ୍ଥାପନ କରାଯାଇଛି।

ମହାଳୟାରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ବର୍ଷ ସାରାର ସିନ୍ଦୂରବର୍ଣ୍ଣା ଉଜ୍ଜ୍ବଳ ତେଜକୁ ତ୍ୟାଗ କରି ଦୀପ୍ତିମନ୍ତ ଶ୍ବେତ ବର୍ଣ୍ଣ ଧାରଣ କରିଛନ୍ତି ଜଗତ୍‌ଜନନୀ। ମହାଳୟା ଅବସରରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ସମ୍ବଲପୁରର ଅଧିଷ୍ଠତ୍ରୀ ଦେବୀ ମା’ ସମଲେଶ୍ବରୀ। ଶନିବାର ଶୁଭ୍ର ପ୍ରଲେପରେ ମାଆଙ୍କ ମୁଖମଣ୍ଡଳ

ହୀରାକୁଦରୁ 6ଟି ଦ୍ୱାର ଦେଇ ଜଳ ନିଷ୍କାସନ

ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଗତ 3 ଦିନ ହେଲା ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡିଶା । ପଶ୍ଚିମଠୁ ନେଇ ଉପକୂଳ, ଦକ୍ଷିଣଠୁ ନେଇ ଉତ୍ତର ସମସ୍ତ ସ୍ଥାନରେ ବର୍ଷା ଲାଗି ରହିଛି