ଆଜିଠୁ ୨ ଦିନିଆ ଭର୍ଚୁଆଲ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ

ଆଜିଠୁ ୨ ଦିନିଆ ଭର୍ଚୁଆଲ ପ୍ରଚାର ଆରମ୍ଭ କରିବେ  ବିଜେଡି ସୁପ୍ରିମୋ

ଆଜି ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜିଠୁ ୨ ଦିନିଆ ଭର୍ଚୁଆଲ ପ୍ରଚାର ଆରମ୍ଭ କରିବେ ନବୀନ । ଆଜି ତିର୍ତ୍ତୋଲରେ ଓ କାଲି ବାଲେଶ୍ୱରରେ ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ନବୀନ ନିବାସରୁ ଡିଜିଟାଲ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଭୋଟ୍ ମାଗିବେ ।