ନିଶା ବେପାରୀ ଅନୀଲ ପାଣ୍ଡିକୁ ମୋଷ୍ଟ ୱାଣ୍ଟେଡ୍‌

ନିଶା ବେପାରୀ ଅନୀଲ ପାଣ୍ଡିକୁ ମୋଷ୍ଟ ୱାଣ୍ଟେଡ୍‌

ନିଶା ବେପାରୀ ଅନୀଲ ପାଣ୍ଡିକୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କଲା STF । ଅନୀଲ ବିଷୟରେ ଖବର ଦେଲେ ମିଳିବ ପୁରସ୍କାର ବୋଲି STF ପକ୍ଷରୁ କୁହାଯାଇଛି । ଅନୀଲ ସମ୍ପର୍କରେ ଖବର ଦେବାକୁ ନମ୍ବର ମଧ୍ୟ ଜାରି କରାଯାଇଛି । ଖବର ଦେଇଥିବା ଲୋକଙ୍କ ନାଁ ସମ୍ପୂର୍ଣ୍ଣ ଗୋପନ ରହିବା ସହ ପୁରସ୍କୃତ କରାଯିବ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଛାଚିନା ଅଞ୍ଚଳରେ ଅନୀଲର ଘର । STFକୁ ଚକ୍‌ମା ଦେଇ ଗତ କିଛି ଦିନ ଧରି ଲୁଚି ବୁଲୁଛି ମୋଷ୍ଟ ୱାଣ୍ଟେଡ୍ ଅନୀଲ ପଣ୍ଡା। ଅନେକ ବଡବଡ ନିଶା କାରବାର ଘଟଣାରେ ରହିଛି ତାର ହାତ।