ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ହାଇକୋର୍ଟରେ ଦାୟର ହେଲା ମାମଲା

ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ହାଇକୋର୍ଟରେ ଦାୟର ହେଲା ମାମଲା

ବିଧାନସଭା ସମ୍ମୁଖରେ ବିଶ ପିଇ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ମାମଲା ଦାୟର କଲେ ଆଇନଜୀବୀ ପଦ୍ମାଳୟ ମହାପାତ୍ର। ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ନେଇ SIT ତଦନ୍ତ ପାଇଁ ସେ ଦାବି କରିଛନ୍ତି। ନଚେତ୍ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉ ବୋଲି ଦାବି କରି ମାମଲା ଦାୟର କରିଛନ୍ତି। ତେବେ ଏହି ଘଟଣାରେ ତଦନ୍ତ ଜୋରଦାର ଚାଲିବା ସହ ଗତକାଲି ଦୁଷ୍ମନ୍ତଙ୍କ ସହ ଜଡ଼ିତ ଦୁଇ ୱେବ ସାମ୍ବାଦିଙ୍କୁ ଥାନାକୁ ଡ଼ାକି ପଚରା ଉଚରା କରିଥିଲା ପୋଲିସ।