ହସ୍ପିଟାଲରେ ଭର୍ତି ହେଲେ ଗୁଡଲି ରଥ

ହସ୍ପିଟାଲରେ ଭର୍ତି ହେଲେ ଗୁଡଲି ରଥ

ଓଲିଉଡ଼ର ସଂଗୀତ ନିର୍ଦେଶକ ଗୁଡଲି ରଥ ଆଜି ହସ୍ପିଟାଲରେ ଭର୍ତି ହୋଇଥିବା ସୂଚନା ମିଳିଛି । ହୃଦଘାତ କାରଣରୁ ସେ ଭୁବନେଶ୍ୱରସ୍ଥିତ ହାଇଟେକ ହସ୍ପିଟାଲରେ ଭର୍ତି ହୋଇଥିବା ଜଣାପଡିଛି  ।