Wednesday, April 24, 2024
38.5 C
Odisha

    ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ

    ଆଗକୁ ପଢନ୍ତୁ

    କଟକ: ଆଜି ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ ଘଟିଛି। କିଛି ଦିନ ହେବ ଅସୁସ୍ଥତା କାରଣରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଥିଲେ ଅରୁଣ । ଆଜି ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିିଛି। ‘ସମାଜ’ର ପୂର୍ବତନ ବରିଷ୍ଠ ସହ ସମ୍ପାଦକ ଭାବେ ଅବସର ଗ୍ରହଣ କରିଥିଲେ। ସାମ୍ୱାଦିକତା ଏବଂ ସମାଜସେବା କ୍ଷେତ୍ରରେ ଅନେକ ଛାପ ଛାଡିଯାଇଛନ୍ତି ଅରୁଣ । ତାଙ୍କ ମୃତ୍ୟୁରେ ଅନେକ ବରିଷ୍ଠ ସାମ୍ୱାଦିକଙ୍କ ସହ ରାଜନେତା ଶୋକ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.5 ° C
    38.5 °
    38.5 °
    21 %
    4.3kmh
    33 %
    Wed
    38 °
    Thu
    42 °
    Fri
    43 °
    Sat
    44 °
    Sun
    44 °

    ସମ୍ବନ୍ଧିତ