୧୨ରୁ NEET-PG କାଉନ୍‌ସେଲିଂ ଆରମ୍ଭ

୧୨ରୁ NEET-PG କାଉନ୍‌ସେଲିଂ ଆରମ୍ଭ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରବିବାର କହିଛନ୍ତି ଯେ ୨୦୨୧-୨୦୨୨ ପାଇଁ NEET-PG କାଉନ୍‌ସେଲିଂ ଜାନୁୟାରୀ ୧୨ରୁ ଆରମ୍ଭ ହେବ।

ସୁପ୍ରିମ୍‌କୋର୍ଟଙ୍କ କହିବାର ୨ ଦିନପରେ ସ୍ବାସ୍ଥ୍ୟମନ୍ତ୍ରୀ NEET-PG କାଉନ୍‌ସେଲିଂ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି।

ଆଡମିଶନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହାର ଜରୁରୀ ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।