ମା' ହେବେ ନେହା

ମା' ହେବେ ନେହା
timesofindia

ପୁଣିଥରେ ମା' ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ନେହା ଧୂପିଆ |  ଏ ନେଇ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ଯେଉଁଥିରେ ତାଙ୍କର ବେବି ବମ୍ପକୁ ଦେଖିବାକୁ ମିଳିଛି |

ନେହା ସେୟାର କରିଥିବା ଫଟୋରେ ସେ ଏକ ବ୍ଲାକ କଲରର ବଡିକନ ଡ୍ରେସ ପିନ୍ଧିଥିଲେ | ଯେଉଁଥିରେ ତାଙ୍କ  ବେବି ବମ୍ପକୁ ଦେଖିବାକୁ ମିଳିଛି  | ସେହିଭଳି ସ୍ୱାମୀ ଅଂଗତ ତାଙ୍କ ବେବି ବମ୍ପରେ ହାତ ରଖି ଥିବାର ଦେଖିବାକୁ ମିଳିଛି | ଏଥିରେ ନେହାଙ୍କ ଝିଅ ମେହରଙ୍କୁ ମଧ୍ୟ ଦେଖିବାକୁ ମିଳିଛି  | ପ୍ରକାଶ ଯେ, ନେହା ୨୦୧୮ ମସିହାରେ ଅଂଗତ ବେଦୀଙ୍କୁ ବିବାହ କରିଥିଲେ  | ଏହା ପରେ ତାଙ୍କର ଏକ ଝିଅ ହୋଇଥିଲା  |