ପିପିଲି ଉପନିର୍ବାଚନ: ୧୪ ରାଉଣ୍ଡ ସୁଦ୍ଧା ବିଜେଡିକୁ ମିଳିଛି ୧୫୭୧୯

ପିପିଲି ଉପନିର୍ବାଚନ: ୧୪ ରାଉଣ୍ଡ ସୁଦ୍ଧା ବିଜେଡିକୁ ମିଳିଛି ୧୫୭୧୯

ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରତି ରାଉଣ୍ଡରେ ଆଗୁଆ ରହୁଛନ୍ତି । ପିପିଲି ଉପନିର୍ବାଚନ ୧୪ ରାଉଣ୍ଡ ସୁଦ୍ଧା। ବିଜେଡି ୧୫୭୧୯ ଭୋଟ୍‌ରେ ଆଗୁଆ ଅଛନ୍ତି I ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୫୫୩୪୭ ଭୋଟ୍‌ ପାଇଥିବା ବେଳେ ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ ୩୯୬୨୮ ଭୋଟ୍‌ ପାଇଛନ୍ତି। ସେହିପରି ବିଶ୍ବକେଶନ ହରିଚନ୍ଦନ ମହାପାତ୍ର (କଂଗ୍ରେସ) ୨୮୯୫ଭୋଟ୍‌ ପାଇଛନ୍ତି।