ବେଆଇନ ମୁରୁମ ଚାଲାଣ ଅଭିଯୋଗ, ୮୦ ହଜାର ଜରିମାନା କାଟିଲା ପ୍ରଶାସନ

ବେଆଇନ ମୁରୁମ ଚାଲାଣ ଅଭିଯୋଗ, ୮୦ ହଜାର ଜରିମାନା କାଟିଲା ପ୍ରଶାସନ
ବେଆଇନ ମୁରୁମ ଚାଲାଣ ଅଭିଯୋଗ, ୮୦ ହଜାର ଜରିମାନା କାଟିଲା ପ୍ରଶାସନ

ଜି. ଉଦୟଗିରି, ୩୦।୧୧: ଜି. ଉଦୟଗିରି ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ପଡିଆରୁ ଅବାଧ ମୁରୁମ ଚାଲାଣ ହେଉଥିବା ବେଳେ ଆଜି ଜି. ଉଦୟଗିରି ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ୫ ଟି ଟ୍ରାକ୍ଟର, ୧ ଟି ହାଇୱା, ୧ ଟି ଜେସିବି ନିୟୋଜିତ ଥିବା ବେଳେ ସେଗୁଡିକୁ ଅଟକ ରଖି ଯାଞ୍ଚ କରାଯାଇଥିବା ବେଳେ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି।