Friday, March 29, 2024
26.4 C
Odisha

    ଫେବୃଆରୀରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍

    ଆଗକୁ ପଢନ୍ତୁ

    ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ପୂଜା ପର୍ବାଣୀ ପାଇଁ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ୍ ବନ୍ଦ ରହିବ । ୨୦୨୪ ବର୍ଷ ଆରମ୍ଭରୁ ଜାନୁଆରୀ ମାସରେ ଭିନ୍ନ ଭିନ୍ନ ଜୋନରେ ୧୬ଦିନ ବ୍ୟାଙ୍କ୍ ବନ୍ଦ ରହିଥିଲା । କିଛି ଛୁଟି ପୂରା ହୋଇସାରିଥିବା ବେଳେ ଆଉ ବାକି ଛୁଟି ୩୧ତାରିଖ ସୁଦ୍ଧା ପୂରା ହୋଇଯିବ । ସେହିପରି ଆସନ୍ତା ମାସ ଅର୍ଥାତ୍ ଫେବୃଆରୀ ମାସରେ ବି ଦେଶର ଭିନ୍ନ ଭିନ୍ନ ଜୋନରେ ୧୦ଦିନ ବ୍ୟାଙ୍କ୍ ବନ୍ଦ ରହିବ । ତେଣୁ ବ୍ୟାଙ୍କ ସହ ଜଡିତ କାମ ଗୁଡିକୁ ତୁରନ୍ତ ସାରିନିଅନ୍ତୁ । ନଚେତ୍ ବ୍ୟାଙ୍କ ଛୁଟି କାରଣରୁ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରିଖରେ କେଉଁ କେଉଁ କାରଣ ପାଇଁ ବ୍ୟାଙ୍କ୍ ଛୁଟି ରହିବ ।ବ୍ୟାଙ୍କର ଛୁଟି ବାବଦରେ ଅଧିକ ବିବରଣୀ ଜାଣିବା ପାଇଁ ଆରବିଆଇର ଅଫିସିଆଲ ୱେବସାଇଟକୁ ଯାଇ ଯାଞ୍ଚ କରିପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.4 ° C
    26.4 °
    26.4 °
    40 %
    1.6kmh
    19 %
    Fri
    41 °
    Sat
    42 °
    Sun
    41 °
    Mon
    41 °
    Tue
    41 °

    ସମ୍ବନ୍ଧିତ