Tag: national

Total 3087 Posts

ବର୍ଷାରେ ବେହାଲ ମୁମ୍ବାଇ, ବାତିଲ ହେଲା ଟ୍ରେନ୍‌ ଚଳାଚଳ

ଲଗାଣ ବର୍ଷା ଫଳରେ ଏବେ ଜଳ ମଗ୍ନ ହୋଇଛି ମୁମ୍ବାଇ ସହର । ବୁଧବାର ଠାରୁ ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି ।ଆଜି ମଧ୍ୟ ମୁମ୍ବାଇରେ ଭୀଷଣ ବର୍ଷା ସହ ପବନ ବହିବା ସମ୍ଭାବନା ଥିବାରୁ

୨୦୨୨ ମାର୍ଚ ସୁଦ୍ଧା ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରୁଟ୍‌ରେ ଘଣ୍ଟା ପ୍ରତି ୧୬୦ କିଲୋମିଟର୍‌ ବେଗରେ ଚାଲିବ ପାସେଞ୍ଜର୍‌ ଟ୍ରେନ୍‌

୨୦୨୨ ମାର୍ଚ ସୁଦ୍ଧା ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରୁଟ୍‌ରେ ଘଣ୍ଟା ପ୍ରତି ୧୬୦ କିଲୋମିଟର୍‌ ବେଗରେ ପାସେଞ୍ଜର୍‌ ଟ୍ରେନ୍‌ ଚଳାଇବାକୁ ରେଳ ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି।ନିକଟରେ ଅନୁଷ୍ଠିତ ରେଳବାଇ ବୋର୍ଡର ବୈଠକରେ ରେଳ ମନ୍ତ୍ରାଳୟ ‘ମିସନ୍ ୧୬୦’ ଟାର୍ଗେଟ୍‌କୁ ମାର୍ଚ ୨୦୨୨କୁ

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ ମୃତ: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ହସ୍ପିଟାଲରେ ଭୟବହ ଅଗ୍ନିକାଣ୍ଡ । ଘଟଣାରେ ୮ ଜଣଙ୍କ ମୃତ୍ୟୁ । ୪୦ରୁ ଅଧିକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଅହମ୍ମଦାବାଦର ଏକ ଘରୋଇ ହସ୍‌ପିଟାଲରେ । ତେବେ ନିଆଁ ଯାଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା

ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ

ମନୋଜ ସିହ୍ନା ହେବେ ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ। ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ଇସ୍ତଫା ଦେବା  ପରେ  ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।ଗିରୀଶ

କୋଭିଡ ହସ୍ପିଟାଲ ଆଇସିୟୁରେ ଲାଗିଗଲା ନିଆଁ

ଗୁଜୁରାଟ ଅହମଦାବାଦର ନଭରଙ୍ଗପୁରାସ୍ଥିତ ଏକ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ମହିଳା ଥିବା ଜଣାଯାଇଛି। ହସ୍ପିଟାଲରେ ଥିବା ୩୫ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।ଗୁରୁବାର

ଦେଶରେ କୋଭିଡ୍-୧୯ ସଂକ୍ରମଣ: ଦିନକରେ ରେକର୍ଡ ସଂଖ୍ୟକ ୫୬, ୨୮୨ ସଂକ୍ରମିତ; ୯୦୪ ମୃତ୍ୟୁ

ଅଗଷ୍ଟ ୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧, ୯୬୪, ୫୩୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨୮୩୩୬

ପାକିସ୍ତାନର କରାଚିରେ କଶ୍ମୀର ରାଲି ଉପରେ ଗ୍ରେନେଡ୍ ଆକ୍ରମଣ ଯୋଗୁଁ ୩୦ ଆହତ

କଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର ହେବାର ପ୍ରଥମ ବାର୍ଷିକୀ ପାଳନ ଲାଗି ବୁଧବାର ଦିନ ପାକିସ୍ତାନରେ ଆୟୋଜିତ ଏକ ରାଲି ଉପରେ ଗ୍ରେନେଡ୍ ଆକ୍ରମଣ ହେବାରୁ ଅନ୍ୟୂନ ୩୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି।ଆହତମାନଙ୍କୁ ତୁରନ୍ତ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୁସ୍ଥ ହୋଇଯାଇଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ ଆସିବାରୁ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ଡାକ୍ତରମାନେ ଶ୍ରୀ

କୋଟିକୋଟି ଲୋକଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରୁପା ଇଟାରେ ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ସାଧୁସନ୍ଥଙ୍କୁ ଉଦବୋଧନ ଦେଇଛନ୍ତି। ଏହି ଐତିହାସିକ ଦିନରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୟ ଶ୍ରୀରାମ ନାରା

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ରାମ ମନ୍ଦିର ନିର୍ମାଣ ପାଇଁ ଶିଳ୍ୟାନାସ ହେଲା

ଦୀର୍ଘ ଦଶନ୍ଧି ଧରି ହିନ୍ଦୁ ଧର୍ମର ଲୋକମାନେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଖିଥିବା ସ୍ୱପ୍ନ ଶେଷରେ ସାକାର ହେବାକୁ ଯାଉଛି। ରାମ ଜନ୍ମ ଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ ସିବିଆଇ, କେନ୍ଦ୍ରର ମିଳିଲା ଅନୁମତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାଜ୍ୟପାଳ ଫଗୁ ଚୌହାନଙ୍କ ପରେ କେନ୍ଦ୍ର ସରକାର ମଧ୍ୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସହମିତ ପ୍ରକାଶ କରିଛନ୍ତି। ବିହାର ସରକାର ସିବିଆଇ ତଦନ୍ତ ପାଇଁ କରିଥିବା