ଟୋକିଓ ପାରା ଅଲିମ୍ପିକ୍‌ ; ରୌପ୍ୟ ଜିତିଲେ ନିଶାଦ କୁମାର

ଟୋକିଓ ପାରା ଅଲିମ୍ପିକ୍‌ ; ରୌପ୍ୟ ଜିତିଲେ ନିଶାଦ କୁମାର
photo:ndtv

ଜାପାନ ଟୋକିଓ ପାରାଅଲିମ୍ପିକ୍‌ରେ ଭାରତକୁ ଦ୍ୱିତୀୟ ରୌପ୍ୟ ପଦକ ମିଳିଛି। ଭାରତୀୟ ଏଥ୍‌ଲେଟ୍‌ ନିଶାଦ କୁମାର ପୁରୁଷ ବର୍ଗର ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରି ଦେଶକୁ ଗୌରବାନ୍ନିତ କରିଛନ୍ତି। ଫାଇନାଲ ରାଉଣ୍ଡରେ ସେ ୨.୦୬ ମିଟର ହାଇ ଜମ୍ପ କରିଥିଲେ। ଏହା ପୂର୍ବରୁ ସକାଳେ ଭାବିନା ପଟେଲ ଟେବଲ ଟେନିସ୍‌ରେ ଭାରତକୁ ରୈପ୍ୟ ପଦକ ଜିତାଇଥିଲେ।